Breaking News

ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||     

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଲୁକା ବାରଙ୍ଗା ମୁଠା ରଜକ ସମାଜ ର ବାର୍ଷିକ ଉତ୍ସବ 2026 ଅନୁଷ୍ଠିତ ||

24-May-2026

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଳୁକା ବାରଙ୍ଗା ମୁଠା  ରଜକ ସମାଜ ର ବାର୍ଷିକ ଉତ୍ସବ 2026 | 

ଓଡିଶା ଜନମତ, ମାଧବ ବେହେରା,
ଖଲ୍ଲିକୋଟ : 24 / 5:---

 ରବିବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଠାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଳୁକା ର ବାରଙ୍ଗା ମୁଠା ରଜକ ସମାଜ ର ବାର୍ଷିକ ଉତ୍ସବ 2026 ଓ କୃତି ଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବସଞ୍ଜୟ କୁମାର ସେଠୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା | ରଜକ ସମାଜ ସଭାପତି ନିରଞ୍ଜନ ସେଠୀ ସମ୍ପାଦକ ପଙ୍କଜ ସେଠୀ ଓ ଉପ ସଭାପତି ଗଣେଶ ସେଠୀ ଙ୍କ ପରିଚାଳନା ରେ ଆୟୋଜିତ ବାର୍ଷିକ ଉତ୍ସଚ୍ଛାବ କୁ ଖଲ୍ଲିକୋଟ ବିଧାୟଜ ଓ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ ଅନୁଷ୍ଠାନିକ ଭାବେ ଉଦଘାଟନ  କରିଥିଲେ | ବିଧାୟକ ଶ୍ରୀ ସେଠୀ ଅତ୍ୟନ୍ତ ଭାବ ବିକ୍ଵାଳ ହୋଇ ରଜକ ଜାତି ର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଆଜି ତାଙ୍କୁ ସମାଜ ରେ ପ୍ରତିଷ୍ଠା କରିଛି ବୋଲି ତାଂକ ଜାତି ର ପ୍ରାୟ 2ସହ ପିଲାଙ୍କୁ କର୍ମ ସଂସ୍ଥାନ ଯୋଗାଇ ଥିବା ପ୍ରକାଶ କରିଥିଲେ |ଏ ଉପଲକ୍ଷେ ବାଣିଆ ଗ୍ରାମ ର ଜଣେ ଗରିବ ମେଧାବୀ ଛାତ୍ରୀ ସ୍ମୃତି ମୟୀ ସେଠୀ ଫୁଲବାଣୀ ମେଡିକାଲ କଲେଜ ରେ ପ୍ରଥମ ଡାକ୍ତରୀ ଛାତ୍ରୀ ଭାବେ ଯୋଗ ଦେଇଥିବାରୁ ତାଙ୍କୁ ମାନପତ୍ର ଉପଢୌକନ ଓ ଉପହାର ପ୍ରଧାନ କରି ସମ୍ବର୍ଦ୍ଧିତ କରିବା ସହ ବାରଙ୍ଗା ମୁଠା ରେ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ମାନପତ୍ର ପ୍ରଦାବି କରି ସମ୍ବର୍ଦ୍ଧିତ କରିଥିଲେ |ରଜକ ସମାଜ ର ଏହି ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ଖଲ୍ଲିକୋଟ ବେଗୁନିଆପଡା ସମେତ ବିଭିନ୍ନ ସ୍ଥାନ ରୁ ଆସିଥିବା 300 ଜଣ ବସଭ୍ୟ ଓ କର୍ମକର୍ତା ଯୋଗ ଦେଇଥିଲେ |ଉତ୍ସବ ରେ ତଳପଡ଼ା ସରପଞ୍ଚ ମନୋଜକୁମାର ସେଠୀ, ଅନ୍ୟାନ୍ୟ କର୍ମକର୍ତା ଙ୍କ ମଧ୍ୟରେ ଭିକାରି ସେଠୀ, ରାମ ଚନ୍ଦ୍ର ସେଠୀ, ଭରତ ସେଠୀ ସୁରେନ୍ଦ୍ର ସେଠୀ, ସନ୍ତୋଷ ସେଠୀ ଶିବରାମ ସେଠୀ, କୃଷ୍ଣ ଚନ୍ଦ୍ର ସେଠୀ ଓ ଭାଗିରଥି ସେଠୀ ପ୍ରମୁଖ ଅଂଶ ଗ୍ରହଣ  କରିଥିଲେ |

News Comment

You Might Also Like

BACK TO TOP