Breaking News

ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||     

ନିୟମ ଗିରୀ ଗ୍ରସ୍ତରେ ସିଡିଓ, ପିଏମ ଜନମନ ଘର କାମ ଜୁନ 30 ସୁଦ୍ଧା ସରେଇବାକୁ ନିର୍ଦେଶ |

20-May-2026

ନିୟମଗିରି ଗସ୍ତରେ ସିଡିଓ, ପିଏମ ଜନମନ ଘର କାମ ଜୁନ୍ ୩୦ ସୁଧା ସରାଇବାକୁ ନିର୍ଦ୍ଦେଶ
ଓଡିଶା ଜନମତ ରାୟଗଡା, ୨୦/୦୫,

 କାମେଶ୍ୱର କରକରିଆ :--- 

ରାୟଗଡ଼ ଜିଲ୍ଲାର ନିୟମଗିରି ଅଞ୍ଚଳକୁ ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଗସ୍ତ କରି ପିଏମ ଜନମନ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରଥମେ ସେ କଲ୍ୟାଣସିଂହପୁର ବ୍ଲକର ପାର୍ଶାଲି ପଞ୍ଚାୟତରେ ପହଞ୍ଚି ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଜୁନ୍ ୩୦ ସୁଧା ସମସ୍ତ ପିଏମ ଜନମନ ଘର କାର୍ଯ୍ୟ ସମାପନ ପାଇଁ ବିସ୍ତୃତ ଖସଡା ପ୍ରସ୍ତୁତ କରି ତତ୍ପରତାର ସହ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ପରେ ସିଡିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ବାଙ୍ଗାପଡ଼ି ଗ୍ରାମକୁ ଯାଇ ସେଠାର ପରିସ୍ଥିତି ପରଖିଥିଲେ। ଅଧା ବାଟ ଗାଡ଼ିରେ ଯାଇବା ପରେ ଚାଲି ଚାଲି ଗ୍ରାମରେ ପହଞ୍ଚି ପିଭିଟିଜି ପରିବାରମାନଙ୍କୁ ସରକାରୀ ସୁବିଧା ଯଥା ପିଇବା ପାଣି, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡ଼ି ଖାଦ୍ୟ ଓ ରାସନ୍ ସଠିକ ଭାବେ ମିଳୁଛି କି ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ନେଇଥିଲେ। ବର୍ଷା ଋତୁ ଆସୁଥିବାରୁ ରାସ୍ତା ସମସ୍ୟା ଗୃହ ନିର୍ମାଣ କାମରେ ବାଧା ସୃଷ୍ଟି କରିପାରେ ବୋଲି ଉଲ୍ଲେଖ କରି ଲାଭାନ୍ୱିତମାନଙ୍କ ଘର କାମ ଶୀଘ୍ର ସରାଇବାକୁ ବ୍ଲକ ପ୍ରଶାସନକୁ ତତ୍ପର ହେବାକୁ କହିଥିଲେ। ଏହାପରେ ସିଡିଓ ନିଶିଖାଲ ଭଳି ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗସ୍ତ କରିଥିଲେ। ନିର୍ଗୁଣ୍ଡିରୁ ନିଶିଖାଲ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତାକୁ ଆହୁରି ସୁଗମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ଅମ୍ବଦାନି ଗ୍ରାମକୁ ଗୃହ ନିର୍ମାଣ ସାମଗ୍ରୀ ପହଞ୍ଚାଇବାରେ ସୁବିଧା ହେବ ବୋଲି ସେ କହିଥିଲେ।ସୂଚନା ଅନୁଯାୟୀ, ରାୟଗଡ଼ ଜିଲ୍ଲାରେ ପିଏମ ଜନମନ ଯୋଜନାରେ ମୋଟ ୭୭୦୧ଟି ଘର ମଞ୍ଜୁର ହୋଇଥିବା ବେଳେ ଏପର୍ଯ୍ୟନ୍ତ ୬୬୫୮ଟି ଘର କାମ ସମ୍ପୂର୍ଣ୍ଣ ହୋଇଛି, ଯାହା ଶତକଡା ୮୬ ପ୍ରତିଶତ। ଅବଶିଷ୍ଟ ୧୪ ପ୍ରତିଶତ କାମ ଶୀଘ୍ର ସମାପନ ପାଇଁ ଜିଲ୍ଲା ପ୍ରଶାସନ ଓ ସମସ୍ତ ବ୍ଲକ ପ୍ରଶାସନ ତତ୍ପର ହୋଇଥିବା ଜଣାପଡ଼ିଛି।
ଏହି ଗସ୍ତ ସମୟରେ କଲ୍ୟାଣସିଂହପୁର ବିଡିଓ, ନିର୍ବାହୀ ଯନ୍ତ୍ରୀ, ଗ୍ରାମୀଣ ଗୃହ ବିଭାଗର ପ୍ରୋଗ୍ରାମ ମ୍ୟାନେଜର, ଜିଲ୍ଲା ପରିଷଦ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP